Install App
santoshbaral67
This browser does not support the video element.
ସତ୍ୟବାଦୀ: ସାରଙ୍ଗ ଯୋଡି ପଞ୍ଚାୟତ କାର୍ଯ୍ୟାଳୟରେ ସୁବିଧା କେନ୍ଦ୍ର ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Satyabadi, Puri | Aug 25, 2025
ଆଜି ଅପରାହ୍ନ ତିନିଟା ରେ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସାରଙ୍ଗ ଯୋଡ଼ି ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ପଞ୍ଚାୟତ ସୁବିଧା କେନ୍ଦ୍ର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶୁଭ ଉଦଘାଟନ ହୋଇଛି। ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ନଡ଼ିଆ ଭାଙ୍ଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!