Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ଜୟଦେବ ଭବନ ନିକଟରେ ପରକୀୟା ପ୍ରୀତି ଅଭିଯୋଗ ରେ ସାମ୍ବାଦିକା ଓ ଅନ୍ୟ ଦୁଇ ମହିଳା ହାତାହାତି

Bhubaneswar M Corp, Khordha | Sep 3, 2025
ରଣ କ୍ଷେତ୍ର ପାଲଟିଲା ଭୁବନେଶ୍ୱର ଜୟଦେବ ଭବନ ନିକଟରେ ଥବା ଡିଜିଟାଲ ମିଡ଼ିଆ ସଙ୍ଘ ବାସ ଭବନ ସାମ୍ନା | ପରକୀୟା ପ୍ରୀତି ଅଭିଯୋଗ ରେ ସାମ୍ବାଦିକା ଓ ଅନ୍ୟ ଦୁଇ ମହିଳା ହାତା ହାତି | ସୂଚନା ଅନୁସାରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ୱାମୀ ହେଲେ ଜଣେ ୱେବ ମିଡ଼ିଆ ସାମ୍ବାଦିକ ଏବଂ ଆକ୍ରୋଶରେ ଶିକାର ହୋଇଥିବା ମହିଳା ମଧ୍ୟ ସାମ୍ବାଦିକା | ତେବେ ଆଜି କେହି କିଛି ବୁଝିବା ପୂର୍ବରୁ ପରିସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ 3ମହିଳା ହାତା ହାତି ହୋଇଥିଲେ ଓ ଦେଖେଣାହାରି ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ, ଶେଷରେ କ୍ୟାପିଟାଲ ପୋଲିସ ପହଂଚିଥିଲା |
Read More News
T & CPrivacy PolicyContact Us