Download Now Banner

This browser does not support the video element.

କଟକ ପୌରାଞ୍ଚଳ: କିଶନନଗର ତହସିଲ ସମ୍ମିଳନୀ କକ୍ଷ ଠାରେ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ

Cuttack M Corp PS, Cuttack | Sep 1, 2025
ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ କିଶନନଗର ତହସିଲ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ମାଜିଷ୍ଟ୍ରେଟ ଉପସ୍ଥିତ ରହିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଅଭିଯୋଗ ଗୁଡିକର ଶୁଣାଣି କରି ତ୍ଵରିତ ସାମାଧାନ କରଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us