This browser does not support the video element.
ପୋଲସରା: ପୋଲସରା ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡାରେ ଚଢ଼ାଉ, ନଗଦ ଟଙ୍କା ସହ ପାଞ୍ଚ ଜୁଆଡ଼ି ଗିରଫ
Polasara, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଇଲାକାରେ ବେଧଡ଼କ ବେଆଇନ ଭାବେ ଜରିଆରହିଛି ଜୁଆଆଡା l ପ୍ରତ୍ୟେକ ଜୁଆ ଆଡ୍ଡା ଗୁଡିକ ରେ ଲକ୍ଷ ଲକ୍ଷ ଟଙ୍କା ର ସଟା ଲାଗୁଥିବା ବେଳେ ଜୁଆ ଆଡା ଗୁଡିକୁ ବନ୍ଦ ଲାଗି ପ୍ରୟାସ ଆରମ୍ଭ କରିଛି ପୋଲିସ l ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ପୋଲସରା ପୋଲିସ ଗୋଟିଏ ଟିମ ଗଠନ କରି ବିଭିନ୍ନ ଜୁଆ ଆଡା ଉପରେ ଚଢ଼ାଉ କରିଥିବା ବେଳେ ଚଢ଼ାଉ ସମୟରେ ପୋଲିସ ହାତରେ ଲାଗିଛି ବଡ଼ ସଫଳତା l ଜୁଆ ଆଡା ରୁ 28300 ନଗଦ ଟଙ୍କା, ତାସ ସହ ମୋଟ ପାଞ୍ଚ ଜଣ ଜୁଆଡ଼ି କୁ ଗିରଫ କରିଛି ପୋଲିସ l