This browser does not support the video element.
କଟକ ପୌରାଞ୍ଚଳ: କଟକ ଗ୍ରାମାଞ୍ଚଳର ଏସପଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଏସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଭିନିତ୍ ଅଗ୍ରୱାଲ
Cuttack M Corp PS, Cuttack | Aug 24, 2025
କଟକ ଗ୍ରାମାଞ୍ଚଳର ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଭିନିତ୍ ଅଗ୍ରୱାଲ। ସୂଚନା ମୁତାବକ ରାଜ୍ୟ ସରକରାଙ୍କ ତରଫରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥଲା। ତେବେ ଏ ନେଇ କଟକ ଗ୍ରାମାଞ୍ଚଳର ଏସପି ମଧ୍ୟ ବଦଳି ଥିଲେ। ତେବେ ଏ ନେଇ ଆଜି ଆଜି ଅପରାହ୍ନ ଦୁଇଟା ସମୟରେ କଟକ ଗ୍ରାମାଞ୍ଚଳ ଏସିପୀ ଙ୍କ କାର୍ଯ୍ୟାଳୟ ପରିସରରେ କଟକ ଗ୍ରମଚଳର ପୂର୍ବତନ ଏସପି ପ୍ରତୀକ ସିଂହ ନୂତନ ଏସିପୀ ଶ୍ରୀ ଭିନିତ୍ ଅଗ୍ରୱାଲ ଙ୍କୁ ଦାଇତ୍ୱ ପ୍ରଦାନ କରିଥିଲେ।