This browser does not support the video element.
ଅନୁଗୋଳ: ବନ୍ତଳା ଥାନା ନିକଟରେ ମଦ୍ୟପାନ କରି କାର ଚଳାଉ ଥିବାରୁ କାର ଜବତ ; ଚାଳକ ଅଟକ
Anugul, Angul | Sep 30, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ନିକଟରେ ପୋଲିସ ପକ୍ଷରୁ ଚେକିଂ ବେଳେ ଜଣେ କାର ଚାଳକ ପୋଲିସକୁ ଦେଖି କାନ୍ଥରେ କାର ପିଟି ଦେଇଥିଲେ। ଯାହା ଫଳରେ ପୋଲିସ ଚେକିଙ୍ଗ ବେଳେ ଚାଳକ ଜଣଙ୍କ ମଦ୍ୟପାନ କରିଥିବା ଜଣା ପଡିଥିଲା। ତେଣୁ ମଦ୍ୟପାନ କରି ଗାଡି ଚଳାଉ ଥିବାରୁ ପୋଲିସ ଗାଡିକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି।