Download Now Banner

This browser does not support the video element.

ବୌଦ୍ଧ ସଦର: ଟାଉନ ହଲ ଠାରେ ସ୍ବାୟତ ଶାସନ ଦିବସ ପାଳିତ, ଯୋଗଦେଲେ ସରକାରୀ ଦଳ ମୁଖ୍ୟ ସଚେତକ

Baudh Sadar, Boudh (Bauda) | Aug 31, 2025
ରବିବାର ଦିନ ବୌଦ୍ଧ ଟାଉନ ହଲ ଠାରେ ସ୍ବାୟତ ଶାସନ ଦିବସ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ | ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା |
Read More News
T & CPrivacy PolicyContact Us