Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସିଟି ଷ୍ଟେସନରେ ଇଣ୍ଟରସିଟି ଟ୍ରେନରେ କଟି ଜଣେ ଯାତ୍ରୀଙ୍କ ମୃତ୍ୟୁ

Sambalpur M, Sambalpur | Aug 27, 2025
ସମ୍ବଲପୁର ସିଟି ଷ୍ଟେସନ ରେ ଇଣ୍ଟରସିଟି ଟ୍ରେନ ରେ କଟି ଜଣେ ଯାତ୍ରୀଙ୍କ ମୃତ୍ୟୁ l ସମ୍ବଲପୁର ସିଟି ଷ୍ଟେସନ ରେ ଟ୍ରେନରୁ ଅଲ୍ହାଇବା ସମୟରେ ଖସିଗଲେ ଟ୍ରାକକୁ l ଘଟଣା ଘଟିଛି କାଲି ରାତି ପ୍ରାୟ 11.30 ସମୟରେ l ଆଜି ସକାଳ ପ୍ରାୟ 7 ଟା ରେ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛେଦ ପାଈଁ ପଠାଇଛି l ବ୍ୟକ୍ତି ଜଣକ ହେଲେ କଟକ ନରସିଂହପୁର ଅଞ୍ଚଳର ଚନ୍ଦନ ସାହୁ l ସିନ୍ଦୁରପଙ୍କ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସୁଥିବା ବେଳେ ଘଟିଛି ଏହି ଘଟଣା l
Read More News
T & CPrivacy PolicyContact Us