Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବୁଢ଼ାବଳଙ୍ଗ ଆଁ ରେ ନିଶ୍ଚିହ୍ନ ହେବ ଶାମାଖୁଣ୍ଟା ବ୍ଲକର ଦୁଇ ଗାଁ; ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମତଦେଲେ ଗ୍ରାମବାସୀ

Baripada M, Mayurbhanj | Aug 26, 2025
ଆଗାମୀ କିଛି ବର୍ଷ ମଧ୍ୟରେ ହୁଏତ ମୟୂରଭଞ୍ଜର ଶାମାଖୁଣ୍ଟା ବ୍ଲକ ମାନଚିତ୍ରରୁ ହଜିଯିବ ଦୁଇଟି ଗ୍ରାମ। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧିନ ଶାମାଖୁଣ୍ଟା ବ୍ଲକର ବୁଢ଼ାବଳଙ୍ଗ କୂଳରେ ଅବସ୍ଥିତ ଚଣାବାଡ଼ିଆ ଓ ଅକ୍ଷରଶିଳା ଗ୍ରାମ। ଏନେଇ ମଙ୍ଗଳବାର ଦିନ ପ୍ରାୟ ୨ଟାରେ ଏହି ଗ୍ରାମର ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ଦେଇଛନ୍ତି।
Read More News
T & CPrivacy PolicyContact Us