Download Now Banner

This browser does not support the video element.

ଝାରସୁଗୁଡା: ଲଖନପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା

Jharsuguda, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା l ରାସ୍ତା କଡ଼ରେ ଛିଡା ହୋଇଥିବା ଏକ କାର କୁ ଧକ୍କା ଦେଲା ବାଇକ l ଆଜି ଅପରାହ୍ନ ୩ ଟା ୩୦ ରୁ ୩ ଟା ୫୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି l ଦୁର୍ଘଟଣା ଯୋଗୁଁ ବାଇକ ରେ ଥିବା ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ଆହତ ଦ୍ୱୟ ଙ୍କୁ ଉଦ୍ଧାର କରି ନିକଟସ୍ତ ଚିକିତ୍ସାଳୟ କୁ ପଠାଇଛନ୍ତି ସ୍ଥାନୀୟ ଲୋକେ l
Read More News
T & CPrivacy PolicyContact Us