This browser does not support the video element.
ପାରଳାଖେମୁଣ୍ଡି: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ବହୁ ଗଞେଇ, ଭାଙ୍ଗ ଏଵଂ ମଦ ସହ ପାଞ୍ଚ ଜଣ ଗିରଫ
Paralakhemundi, Gajapati | Sep 8, 2025
ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ବହୁ ଗଞେଇ, ଭାଙ୍ଗ ଏଵଂ ମଦ ସହ ପାଞ୍ଚ ଜଣ ଗିରଫ। ଗଜପତି ଜିଲ୍ଳାରେ ବେନିୟମ ନିଶା କାରବାର ଚାଲିଥିବା ବେଳେ ଆଜି ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଗଞେଇ, ଭାଙ୍ଗ ସହ ମଦ ଜବତ କରାଯାଇଛି। ରାୟଗଡ ଥାନା ଅନ୍ତର୍ଗତ ତରଭସିଂ, ଅଡାସିଂ, ମାର୍ଲବା ଏବଂ ସେରଙ୍ଗ ଥାନା ଅନ୍ତର୍ଗତ ବାରୋଇ ଗ୍ରାମ ଅଞ୍ଚଳରେ ଚଡଉ କରି ପ୍ରାୟ 306କିଲୋ 500ଗ୍ରାମ ଗଞେଇ, 20କିଲୋ ଭାଙ୍ଗ ସହ 30 ଲିଟର ଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି। ଏଥି ସହ ଏହି ଚଢାଉ ରେ ଚାରିଜଣ ପୁରୁଷ ଏବଂ