Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆଶା କର୍ମୀ ମାନେ ଆଜି ଭଣ୍ଡାରି ପୋଖରୀ ଥାନା ଘେରାଉ ପରେ ଏବେ ଭଣ୍ଡାରି ପୋଖରୀ ଠାରେ ସ୍ପଷ୍ଟିକରଣ ରଖିଲେ ସମାଜସେବୀ ଚନ୍ଦ୍ର ଶେଖର ରାଉତ

Bhadrak Rural, Bhadrak | Sep 8, 2025
ଆଶା କର୍ମୀ ମାନେ ଆଜି ଭଣ୍ଡାରି ପୋଖରୀ ଥାନା ଘେରାଉ ପରେ ଏବେ ସ୍ପଷ୍ଟିକରଣ ରଖିଲେ ସମାଜସେବୀ ଚନ୍ଦ୍ର ଶେଖର ରାଉତ। ଆଜି କିଛି ଆଶା କର୍ମୀ ମାନେ ଚନ୍ଦ୍ର ଶେଖର ଙ୍କ ନାମରେ ଅଭିଯୋଗ ନେଇ ଥାନା ଘେରାଉ କରିଥିବା ବେଳେ ଚନ୍ଦ୍ର ଶେଖର ସେମିତି କିଛି କଟୁ ମନ୍ତବ୍ୟ ଦେଇନଥିବା ପରିପ୍ରକାଶ କରିଛନ୍ତି। ତେବେ ଶୁଣନ୍ତୁ କଣ କହୁଛନ୍ତି ସମାଜସେବୀ ଚନ୍ଦ୍ରଶେଖର ରାଉତ୍।
Read More News
T & CPrivacy PolicyContact Us