This browser does not support the video element.
ଝାରସୁଗୁଡା: ପଞ୍ଚଗାଁ-ବିଜାପାଲି ମହିମା ଆଶ୍ରମ ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ
Jharsuguda, Jharsuguda | Sep 13, 2025
ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ପଞ୍ଚଗାଁ-ବିଜାପାଲି ମହିମା ଆଶ୍ରମ ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି l ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଳିଲା ପରିଚାଳନା କମିଟିର ସଭାପତି ସନତ କୁମାର ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମହିମା ଆଶ୍ରମ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ, ଆଶ୍ରମର ଜମିପଟ୍ଟା,ମହିମା ଡିଗ୍ରୀ କଲେଜରେ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିଜ୍ଞାନ ପାଠ୍ୟକ୍ରମ ଖୋଲିବା