This browser does not support the video element.
କଣ୍ଟାମାଳ: ଛଡାଦରରେ ସାର ବିକ୍ରି ଅଭିଯୋଗ ପରେ କଣ୍ଟାମାଲ ବିଭିନ୍ନ ସ୍ଥାନରେ ତହସିଲଦାର ଙ୍କ ଚଢ଼ାଉ ଶହ ଯାଞ୍ଜ
Kantamal, Boudh (Bauda) | Sep 6, 2025
ସାର କଳାବଜାରୀ ବିକ୍ରି ଅଭିଯୋଗ ତହସିଲଦାର ଙ୍କ ଯାଞ୍ଜ କଣ୍ଟାମାଲ ବ୍ଲକ ଅଂଚଳ ରେ ଲୋକେ କୃଷି କାର୍ଯ୍ୟ କରି ନିଜପରିବାର ପ୍ରତିପୋଷଣ କରନ୍ତି I କିନ୍ତୁ ଏବେ ଚାଷୀ ଙ୍କୁ ଠିକହିସାବ ରେ ମିଳୁନି ସାର I ଫଳରେ ଚିନ୍ତା ପଡିଛି ଚାଷୀ I ଏପଟେ ସାରର କଳାବଜାରୀ ବିଭିନ୍ନ ସ୍ଥାନରେ ହୋଇଛି I ସରକାରୀ ଧାର୍ଯ୍ୟ କରିଥିବା ମୂଲ୍ୟ ରୁ 2ଗୁଣା ଅଧିକ ଦରରେ ବିକ୍ରି କରି ମାଳେ ମାଲ ହୋଇଛି ଅସାଧୁ ବ୍ୟବସାୟୀ I ତେବେ ଏହି ଖବର କଣ୍ଟାମାଲ ତହସିଲଦାର ଶ୍ଵେତାପଦ୍ମା ଯୋଶୀ ଙ୍କୁ ଅଭିଯୋଗ ହୋଈଥିଲା I ଅଭିଯୋଗ ପାଇ ଆଜି କଣ୍ଟାମାଲ ର ବିଭିନ୍ନ ଗୋଦାମ ଓ ସେବା ସମବାୟ ସମିତି ରେ ପହଁଚି ଚାଷୀ ଙ୍କ ଶହ ଆଲୋଚନ