This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ଚିକିତ୍ସାଳୟରେ ରାମକୃଷ୍ଣର ର ପ୍ରାକ୍ତନ ସରପଞ୍ଚଙ୍କୁ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ
Bhadrak Rural, Bhadrak | Sep 5, 2025
ପ୍ରାକ୍ତନ ସରପଞ୍ଚଙ୍କୁ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ। ରାମକୃଷ୍ଣପୁର ଗ୍ରାମ ର ପୂର୍ବତନ ସରପଞ୍ଚ:- ଦୁର୍ଗା ବିଶ୍ଵାଳ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ପରିବାର ବର୍ଗ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଭଣ୍ଡାରିପୋଖରୀ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ ତାଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସତ୍ ଗତି କାମନା କରିଥିବା ଦେଖିବାକୁ ମିଳିଛି।