Download Now Banner

This browser does not support the video element.

ବଡସାହି: ଅପରାଧିକ ମାମଲାରେ ଜଡିତଥିବା ତଥା ସର୍ବସାଧାରଣରେ ମଦପିଇବା ଫଟୋ ଭାଇରାଲଘଟଣାରେ ଜଡିତ ଧାନପୋତା ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନୀଳମ୍ବିତକଲା ବିଭାଗ

Barsahi, Mayurbhanj | Sep 2, 2025
ବଡ଼ସାହି ବ୍ଲକ ତଥା ଥାନା ଅଧୀନ ଧାନପୋତା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଚାକିରିରୁ ନୀଳମ୍ବନ କରାଯାଇଥିବା ନେଇ ମଙ୍ଗଳବାର ଅପରାହ୍ନ ତିନିଟାରେ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି l ସୂଚନା ମୁତାବକ ପୋଲିସ ଅଧିକାରୀଙ୍କ ସମେତ ସଶସ୍ତ୍ର ପୁଲିସ ଫୋର୍ସ ଉପରେ ମାରଣନ୍ତକ ଆକ୍ରମଣକରି ଲହୁଲୁହାଣ କରିବାଭଳି ପରାଧିକ ମାମଲାରେ ଜଡିତ ଅଛନ୍ତି l
Read More News
T & CPrivacy PolicyContact Us