Download Now Banner

This browser does not support the video element.

କଣ୍ଟାବାଞ୍ଜି: ତୁରେକେଲା ପୋଲିସ ର ଚଢ଼ାଉ ଗାଡ଼ି ସହ କାଠ ଜବତ

Kantabanji, Balangir | Sep 9, 2025
କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ସମରସିଂ ଠାରେ ତୁରେକେଲା ପୁଲିସ ପେଟ୍ରୋଲିଂ ସମୟରେ ଖଇର କାଠ ଲୋଡ ହୋଇଥିବା ଏକ ଗାଡିକୁ ଠାବ କରିଥିଲା । ପରେ ଏଥିରେ ଜବତ ହୋଇଥିବା କାଠ ଓ ଗାଡି କୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୁଚନା ଅନୁସାରେ ତୁରେକେଲା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ କୁଇବାହାଲ ଗ୍ରାମ ପଂଚାୟତର ସମରସିଂ ଗାଁ ନିକରେ ଏକ ହୁଣ୍ଡାଇ ସେଂଟ୍ରୋ କାର ଭିତରେ କିଛି ଖଇର କାଠ ଗଣ୍ଡି ଲୋଡ୍ ହୋଇଥିବା ଦେଖିବାକୁ ପାଇଥିଲେ ।
Read More News
T & CPrivacy PolicyContact Us