This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରରେ ଖୋଲା ରହିଛି ୧୨ଟି ଗେଟ
Sambalpur M, Sambalpur | Aug 24, 2025
ହୀରାକୁଦ ଜଳଭଣ୍ଡାର12 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ସୂଚନା ରହିଛି l ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର 621.73 ଫୁଟ ରହିଛି l ସେପଟେ ଆଜି ସନ୍ଧ୍ୟା 6ଟା ସୁଦ୍ଧା 2 ଲକ୍ଷ 25 ହଜ଼ାର 203 କ୍ୟୁସେକ ବନ୍ୟା ଜଳ ଜଲଭଣ୍ଡାର କୁ ପ୍ରବେଶ କରୁଥିବା ବେଳେ 2ଲକ୍ଷ 25 ହଜ଼ାର 203 କ୍ୟୁସେକ ଜଳ ନିଷ୍କାସନ ହେଉଛିl