Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇପାରନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର;ଏନେଇ ଭୁବନେଶ୍ୱର ଏମ୍ସରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
Bhubaneswar M Corp, Khordha | Sep 7, 2025
AIIMSରେ ଚିକିତ୍ସାଧିନ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ ବଡ଼ ଅପଡେଟ୍ ଆସିଛି । ଏମ୍ସ ଯାଇ ଯାଇ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ସେ କହିଛନ୍ତି ପୂର୍ବ ଅପେକ୍ଷା ଅଭିଜିତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ପ୍ରୋଟୋକଲ ଅନୁସାରେ ଚିକିତ୍ସା ଚାଲିଛି । ସେ କଥାବାର୍ତ୍ତା କରୁନାହାନ୍ତି ।ତେବେ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯିବ । କିଛି ଅଙ୍ଗ ପ୍ରତ୍ୟଙ୍ଗ ଏବେ କାମ କରୁଛି। ଦିଲ୍ଲୀ ଏମ୍ସ ସହ ଆଲୋଚନା ହେବ |
Share
Read More News
T & C
Privacy Policy
Contact Us
Your browser does not support JavaScript!