Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଏସସିବି ମେଡିକାଲରୁ ୨ ଜଣ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ

Cuttack M Corp PS, Cuttack | Aug 22, 2025
କଟକ ଏସସିବି ମେଡିକାଲରୁ ୨ ଜଣ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ପ୍ରକାଶ ସ୍ଵାଇଁ ଓ ଶାନ୍ତି ପ୍ରସାଦ ମହାନ୍ତି। ଏ ନେଇ ଶୁକ୍ରବାର ରାତି ୧୧ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଦୁଇ ଅଭିଯୁକ୍ତଙ୍କୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଏସସିବି ମେଡିକାଲରେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀଙ୍କ ସଂପର୍କୀୟଙ୍କୁ ରକ୍ତ ଯୋଗାଇବା ନାଁରେ ଠକୁଥିଲେ ଏହି ଅଭିଯୁକ୍ତ।
Read More News
T & CPrivacy PolicyContact Us