This browser does not support the video element.
କେନ୍ଦୁଝର ସଦର: ବାମେବାରି ଅଞ୍ଚଳରେ ଝିଅର ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ଆରକ୍ଷୀ ଙ୍କୁ ଦାବିପତ୍ର ପ୍ରଦାନ କଲେ ବାପା
Kendujhar Sadar, Kendujhar | Jan 8, 2025
ସୁଲେଇଖମାର ଗ୍ରାମର ଦମୟନ୍ତୀ ପଲେଇ ଙ୍କ ହତ୍ୟା ଘଟଣା ର ଅଧିକ ତଦନ୍ତ ପାଇଁ ବାପା ପୁକ ପଲେଇ ଆଜି ୧୨ ଟା ସମୟରେ ଜିଲା ପୁଲିସ ଆରକ୍ଷୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଘଟଣା ରୁ ପ୍ରକାଶ ଯେ'୨୦୨୪ ମସିହା ଡିସେମ୍ବର ୨୮ତାରିଖ ଝିଅ ଦମୟନ୍ତୀ ଙ୍କୁ ବାମେବାରୀ ଅଞ୍ଚଳରେ ହତ୍ୟା କରାଯାଇଥିବା ନେଇ ପୁକ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ।ତେବେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ହେଁ ୧୨ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତ ଙ୍କୁ ଗିରଫ କରିନାହିଁ।ଏଣୁ ତଦନ୍ତ ବିଳମ୍ବ କରୁଥିବାରୁ ପୁଲିସ ଉପରେ ପୁକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।