Download Now Banner

This browser does not support the video element.

ପାରଳାଖେମୁଣ୍ଡି: ସାଇ ଇଣ୍ଟର ନ୍ୟାସନାଲ ହୋଟେଲ ଠାରେ କଂଗ୍ରେସ ପକ୍ଷରୁ ବୁଦ୍ଧିଜୀବୀଙ୍କ ସମ୍ମିଳନୀ ଅନୁଷ୍ଠିତ

Paralakhemundi, Gajapati | Sep 10, 2025
ସାଇ ଇଣ୍ଟର ନ୍ୟାସନାଲ ହୋଟେଲ ଠାରେ କଂଗ୍ରେସ ପକ୍ଷରୁ ବୁଦ୍ଧିଜୀବୀଙ୍କ ସମ୍ମିଳନୀ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସାଇ ଇଣ୍ଟର ନ୍ୟାସନାଲ ହୋଟେଲ ଠାରେ କଂଗ୍ରେସ ପକ୍ଷରୁ ବୁଦ୍ଧିଜୀବୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ପର୍ଯ୍ୟବେକ୍ଷକ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ରଘୁବର ରେଡ୍ଡୀ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, କେନ୍ଦ୍ରପଡ଼ା ପୁର୍ବତନ ବିଧାୟକ ଚିନ୍ମୟ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ମଞ୍ଚସ୍ଥ ଥିଲେ। ଏହି ଅବସରରେ ସହରର ବିଭିନ୍ନ ଏନ୍ ଜି ଓ, ସାମ୍ବାଦିକ ଏଵଂ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥି
Read More News
T & CPrivacy PolicyContact Us