Download Now Banner

This browser does not support the video element.

ନୂଆପଡା: ଖଡିଆଳ ଏନଏସିର ମାଣିକ୍ୟଦେବୀପଡ଼ା ଠାରେ ପାନୀୟ ଜଳ ଯୋଗାଣ ବନ୍ଦ ନେଇ ତାତିଲେ ମହିଳା

Nuapada, Nuapada | Sep 29, 2025
ଖଡିଆଳ ଏନଏସିର ମାଣିକ୍ୟ ଦେବୀପଡ଼ା ଠାରେ ପାନୀୟ ଜଳ ଯୋଗାଣ ବନ୍ଦ ଯୋଗୁଁ ତାତିଲେ ମହିଳା। ସୂଚନା ଅନୁସାରେ ଏହି ପଡ଼ାର ମୁଢ଼ି ମିଲକୁ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ବିଦ୍ୟୁତ ପୋଲ ପାଇଁ ମାଟି ଖୋଲିବା ବେଳେ ପଡ଼ାକୁ ଯୋଗାଣ ହେଉଥିବା ପାଣି ପାଇପ ଫାଟି ଯାଇଥିଲା। ଯାହାଫଳରେ ପଡ଼ାକୁ ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଆଜି ପଡ଼ାର ମହିଳା ଉତ୍ତ୍ୟକ୍ତ ହୋଇ ମୁଢ଼ିମାଲିକଙ୍କୁ ଘେରାଉ କରିଥିଲେ। ଆଜି ୧ ଟାରେ ପ୍ରତିଶ୍ରୁତି ଦେବାପରେ ମହିଳା ମାନେ ଶାନ୍ତ ହୋଇଥିଲେ।
Read More News
T & CPrivacy PolicyContact Us