This browser does not support the video element.
ଢେଙ୍କାନାଳ ସଦର: ଗଁଦିଆ ବ୍ଲକ ଠାରେ ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟ ତାଲା ପକାଇ ବିପିଏଲ୍ଏଫ କର୍ମିମାନେ ସ୍ଥାୟୀ ପାରିଶ୍ରମିକ ଦାବି ରେ ଗଣଧାରଣାରେ
Dhenkanal Sadar, Dhenkanal | Sep 24, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଠାରେ ଆଜି ତା ୨୪।୯ ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ସଂଘର ନିଷ୍ପତି କ୍ରମେ ସମଗ୍ର ରାଜ୍ୟରେ ସମସ୍ତ ବ୍ଲକରେ କାର୍ଯ୍ୟରତ ବ୍ଲକ ସ୍ତରୀୟ କମ୍ୟୁନିଟି ସପୋର୍ଟ ଷ୍ଟାପ ମାନଙ୍କୁ ପରଫର୍ମନ୍ସ ଇନ୍ସେଟିଭି ପରିବର୍ତ୍ତେ ସ୍ଥାୟୀ ପାରିଶ୍ରମିକ ପ୍ରଦାନ ନିମନ୍ତେ ଦାବି କରିବା ସହିତ ବ୍ଲକ କାର୍ଯ୍ୟାଳୟ ରେ ଗଣ ଧାରଣା ଆଜି ତୃତୀୟ ଦିନରେ ଜାରି ରହିଛି l ଏହି ପରିପ୍ରେକ୍ଷିରେ ଗଦିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ କୁ ତାଲା ପକାଇ ଧାରଣାରେ ବସିଛନ୍ତି