Install App
kishore85153
This browser does not support the video element.
ସୁନ୍ଦରଗଡ ସହର: ସେପ୍ଟେମ୍ୱର ୧୩ ତାରିଖ ଜିଲ୍ଲା କୋର୍ଟରେ ହେବାକୁ ଥିବା ରାଷ୍ଟ୍ରୀୟ ଲୋକ ଅଦାଲତ କୁ ନେଇ ସୂଚନା ଦେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ
Sundargarh Town, Sundargarh | Sep 4, 2025
ସୁନ୍ଦରଗଡ ଗୁରୁବାର ଦିନ ୧୨ ଟା ସମୟରେ ସେପ୍ଟେମ୍ୱର ୧୩ ତାରିଖ ଜିଲ୍ଲା କୋର୍ଟ ରେ ହେବାକୁ ଥିବା ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ କୁ ପ୍ରତିକ୍ରିୟା ଦେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଡକ୍ଟର ରିନତି ମିଶ୍ର
Share
Read More News
T & C
Privacy Policy
Contact Us
Your browser does not support JavaScript!