Download Now Banner

This browser does not support the video element.

ଝାରସୁଗୁଡା: ବ୍ରଜରାଜନଗରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Jharsuguda, Jharsuguda | Oct 9, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ l ଆଜି ଗୁରୁବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧ ଯାଏଁ କଟାପାଲି ଫୁଟବଲ ପଡ଼ିଆ ଠାରୁ ନୂଆଁଡିହି ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଯାଏଁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି l ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ ସହ ବିଜୁ ଜନତା ଦଳର ଶତାଧିକକର୍ମୀ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କ ବିକାଶ ର ବାର୍ତା ଲୋକଙ୍କ ପାଖକୁ ପହଞ୍ଚାଇଛନ୍ତି l ପୂର୍ବ ସରକାରଙ୍କ ସଫଳତା ଏବଂ ବର୍ତମାନ ର ସରକାରର ବିଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି l
Read More News
T & CPrivacy PolicyContact Us