Download Now Banner

This browser does not support the video element.

ନୟାଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବ ନିର୍ମାଣ କୃଶକ ସଂଘଠନ ପକ୍ଷରୁ ଜିଲ୍ଲାପାଳ ଏବଂ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

Nayagarh, Nayagarh | Sep 10, 2025
ନବ ନିର୍ମାଣ କୃଶକ ସଂଘଠନ ପକ୍ଷରୁ ଜିଲ୍ଲାପାଳ ଏବଂ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ନବ ନିର୍ମାଣ କୃଶକ ସଂଘଠନ ପକ୍ଷରୁ ଜିଲ୍ଲାପାଳ ଏବଂ ଜିଲ୍ଲା କୃଷି ଅଧିକାରୀ ଙ୍କୁ ବିଭିନ୍ନ ଦାବି ନେଇ ଦାବି ପତ୍ର ପ୍ରଦାନ କରାଯାଇଛି। ତେବେ ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଭାପତି।
Read More News
T & CPrivacy PolicyContact Us