Download Now Banner

This browser does not support the video element.

ଅନୁଗୋଳ: ନାଲକୋ କଲୋନୀରେ ଏସସି ଏସଟି ୪୦ତମ ଫାଉଣ୍ଡେସନରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଚିଫ୍ ଜେନେରାଲ ମ୍ୟାନେଜର ହିମାଂଶୁ ଶେଖର ପଣ୍ଡା

Anugul, Angul | Aug 23, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କଲୋନୀରେ ଶନିବାର ସନ୍ଧ୍ୟାରେ ନାଲକୋ କଲୋନୀରେ ଥିବା ଏସସି ଏସଟି ପକ୍ଷରୁ ୪୦ ତମ ଏସସି ଏସ ଟି ଫାଉଣ୍ଡେସନ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ କର୍ମୀ ମାନେ ଯୋଗ ଦେଇଥିବା ବେଳେ ନାଲକୋ ଚିଫ ଜେନେରାଲ ମ୍ୟାନେଜର ହିମାଂଶୁ ଶେଖର ପଣ୍ଡା ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us