Install App
shantanupanda7
This browser does not support the video element.
ମୋରଡା: ଦାନ୍ତିଆମୁହାଁ ହାଇସ୍କୁଲରେ ଜୋନସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାପ୍ରତିଯୋଗିତାରେ ୮ଟି ପଞ୍ଚାୟତର ୧୧ସ୍କୁଲର ଶହେରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ସାମିଲ
Muruda, Mayurbhanj | Sep 3, 2025
ମୋରଡା ବ୍ଲକ ସ୍ତରୀୟ ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ଦାନ୍ତିଆମୁହାଁ ହାଇସ୍କୁଲରେ ଆୟୋଜିତ ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ବୁଧବାର ଅପରାହ୍ନ ପାଞ୍ଚଟାରେ ଉଦଯାପିତ ହୋଇଯାଇଛି l ଏଥିରେ ମୋରଡା ବ୍ଲକର ୮ଟି ଗ୍ରାମପଞ୍ଚାୟତରୁ ୧୧ଟି ସ୍କୁଲର ୧୭ବର୍ଷରୁ କମ ଏବଂ ୧୪ବର୍ଷରୁ କମ ବାଳକ ବାଳିକା ଏଥିରେ ଅଂଶଗ୍ରହଣ କରିଥିଲେ l ଏଥିରେ ଏକଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!