Download Now Banner

This browser does not support the video element.

କୋରାପୁଟ ସହର: ମାଛକୁଣ୍ଡ ଡୁଡୁମା ଜଳ ପ୍ରପାତରେ ଭାସିଯାଇ ନିଖୋଜ ହୋଇଗଲେ ୟୁଟ୍ୟୁବ ବ୍ଳଗର

Koraput Town, Koraput | Aug 23, 2025
ଡୁଡୁମା ଜଳପ୍ରପାତରେ ଅଘଟଣ । ଜଣେ ୟୁଟ୍ୟୁବ ବ୍ଲଗର ଡୁଡୁମା ଜଳପ୍ରପାତରେ ଭାସି ଯାଇଥିବା ଆଜି ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି। ବ୍ରହ୍ମପୁରର ସାଗର କୁଣ୍ଡୁ ଏବଂ କଟକର ଅଭିଜିତ ବେହେରା ମିଶି ଡୁଡୁମା ଜଳପ୍ରପାତ ଉପରେ ଡ୍ରୋନ ସାହାଯ୍ୟରେ ଭିଡିଓ ଶୁଟିଙ୍ଗ କରୁଥିବା ସମୟରେ ମାଛକୁଣ୍ଡ ଡି ଡ୍ୟାମ ର ୭ ନମ୍ବର ଗେଟ ଖୋଲିବା ସକାଶେ ଜଳ ସ୍ଥର ବଢ଼ିଯାଇଥିଲା ।ପର୍ଯ୍ୟଟକ ପାଣି ମାଡି ଆସୁଥିବା ଦେଖୁ ପାଟିକରିବାରୁ ଅଭିଜତ ବେହେରା ବାହାରି ଆସିଥିବା ବେଳେ ସାଗର ଭାସି ଯାଇଥିଲେ । ତେବେ ଡୁଡୁମା ଜଳପ୍ରପାତର ୫୫୦ ଫୁଟ ତଳକୁ ଖସି ପଡ଼ିଥିବା ବେଳେ ପ୍ରୋଖର ସ୍ରୋତରେ ସାଗର ନିଖୋଜ ହୋଇଛନ୍ତି।
Read More News
T & CPrivacy PolicyContact Us