Download Now Banner

This browser does not support the video element.

ବିଶୋଇ: ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଶଲ୍ୟ ବିଶେଷଜ୍ଞ ଡ. ରାଉତଙ୍କୁ ଶ୍ରେଷ୍ଠ ପରିବାର ନିୟନ୍ତ୍ରଣ ଚିକିତ୍ସକ ଭାବେ ସମ୍ବର୍ଦ୍ଧିତ

Bisoi, Mayurbhanj | Jul 12, 2024
ମୟୂରଭଞ୍ଜ ଜିଲ୍ଲା ବିଶୋଇ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଶଲ୍ୟ ବିଶେଷଜ୍ଞ ଡଃ ରାଜେନ୍ଦ୍ର କୁମାର ରାଉତଙ୍କୁ ମହିଳା ବନ୍ଧ୍ୟାକରଣ ବା ମିନି ଲ୍ୟାବ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଦିତୀୟ ପରିବାର ନିୟନ୍ତ୍ରଣ ଶଲ୍ୟ ଚିକିତ୍ସକ ଭାବେ ଆଜି ପୂର୍ବାହ୍ନ ୧୧ଟା ସମୟରେ ସମ୍ମାନିତ କରାଯାଇଅଛି। ସୂଚନା ଥାଉକି ଡଃ ରାଉତ ବିଭିନ୍ନ ଜିଲ୍ଲାର ସରକାରୀ ଚିକିତ୍ସାଳୟରେ ତଥା ୨୦୨୩/୨୪ ରେ ଭଞ୍ଜଦେଓ ମେଡ଼ିକାଲ ରେ ୨୬୨୭ ଜଣ ମହିଳାଙ୍କୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ରାଜ୍ୟ ସ୍ତରରେ ରେକର୍ଡ଼ କରିଛନ୍ତିି।
Read More News
T & CPrivacy PolicyContact Us