This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଦିନ ଉପଲକ୍ଷେ ଭଦ୍ରକ ରେ ଆରମ୍ଭ ହେଲା ଜୁଲୁସ ଶୋଭାଯାତ୍ରା
Bhadrak Rural, Bhadrak | Sep 5, 2025
ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଦିନ ପାଳନ ଅବସର ରେ ଭଦ୍ରକ ସହର ରେ ଆରମ୍ଭ ହେଲା ଜୁଲୁସ ଶୋଭାଯାତ୍ରା,ପୁରୁଣା ବଜାର ସ୍ଥିତ ଚଉଖଣ୍ଡି ଠାରୁ ପ୍ରଥମ ଶୋଭାଯାତ୍ରା ବାହାରିବା ପରେ ଅନ୍ୟ ସାହି ବସ୍ତି ର କାଫିଲା ଶୋଭାଯାତ୍ରା ରେ ସାମିଲ ହେବେ,ପ୍ରାୟ 75 ରୁ ଅଧିକ ମେଢ଼ ସହର ପରିକ୍ରମା କରିବା ପରେ ମଦିନା ମଇଦାନ ଠାରେ ପହଞ୍ଚିବ,ପରେ ସେଠାରେ ଧର୍ମ ସଭା ଆୟୋଜିତ ହେବା ର କାର୍ଯ୍ୟକ୍ରମ ରହିଛି,ଏହି ଶୋଭାଯାତ୍ରା ପାଇଁ ଜିଲ୍ଲା ରେ 25 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି,ଏହି ଖବର ଆଜି ରାତି 8 ଘଟିକା ରେ ହସ୍ତଗତ ହୋଇଛି