Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସହରର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ର ଅତର୍କିତ ଚଢାଉ

Sambalpur M, Sambalpur | Sep 11, 2025
ଆଜି ସମ୍ବଲପୁର ସହରର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ର ଅତର୍କିତ ଚଢାଉ, ଏକତ୍ରିତ ଥିଲେ ପୋଲିସ ଘଉଡ଼ାଇବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଧେଶ କର୍ମେ ଆଜି ସମ୍ବଲପୁର ର ବିଭିନ୍ନ ଥାନା ଅଞ୍ଚଳରେ ରାତି ପ୍ରାୟ 11 ଟା ସମୟରେ କିଛି ସ୍ଥାନରେ ଯୁବକ ମାନେ ଏକତ୍ରିତ ବସିବାର ଦେଖିଲେ ତାଙ୍କୁ ଘଉଡ଼ାଇ ଦେବା ସହ ତାଙ୍କ ଗାଡି ଗୁଡିକ ଯାଞ୍ଚ ମଧ୍ୟ କରୁଥିଲେ l ପାର୍ବଣ ଋତୁ ଆସୁଥିବାରୁ ପୋଲିସ ସହରରେ କୌଣସି ଅପରାଧିକ କାର୍ଯ୍ୟ ଯେପରି ନହେବ ସେଥିପାଇଁ କଡାକଡି ଉଦ୍ୟମ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us