This browser does not support the video element.
ଅନୁଗୋଳ: ହିଡିସିଂ ମଧ୍ୟମ ଜଳ ସେଚନ ପ୍ରକଳ୍ପ ବୁଲି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଜଙ୍ଗଲ ମନ୍ତ୍ରଣାଳୟ
Anugul, Angul | Sep 10, 2025
ଅନୁଗୋଳ ଜିଲ୍ଲା ର ବହୁ ପ୍ରତିକ୍ଷୀତ ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତର କରଡ଼ାସିଂ ଠାରେ ବହୁ ପ୍ରତିକ୍ଷୀତ ପ୍ରସ୍ତାବିତ ହିଡିସିଂ ମଧ୍ୟମ ଜଳ ସେଚନ ପ୍ରକଳ୍ପ ନିର୍ମାଣ ଆଶା ଉଜ୍ଜୀବିତ ହୋଇଛି ।ବୁଧବାର କେନ୍ଦ୍ରୀୟ ଜଙ୍ଗଲ ମନ୍ତ୍ରାଳୟର ଏକ ପ୍ରତିନିଧି ଦଳ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।ଏଥିରେ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତରାଳୟ କଲିକତାର ଆସିଷ୍ଟାଣ୍ଟ କମିଶନର ଡ ସୂର୍ଯ୍ୟ ଦତ୍ତ ,ଆସିଷ୍ଟାଣ୍ଟ ଚିଫ ଇଞ୍ଜିନିୟର ଭୁନେଶ୍ବର ପ୍ରମୋଦ କୁମାର ନାୟକ , ଅନୁଗୋଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର , ଜଳ ଗବେଷଣା କେନ୍ଦ୍ରର ଏ ସି ସରସ