This browser does not support the video element.
ବଲାଙ୍ଗୀର: ରାଏପାଲି ଗ୍ରାମ ସ୍କୁଲରେ ଶିକ୍ଷକ ଅଭାବ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତ୍ର ଜଣେ ଶିକ୍ଷକ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମ ବାସି
Balangir, Balangir | Sep 9, 2025
ଦେଓଗାଁ ବ୍ଲକ ଅଧୀନସ୍ଥ ରାଏପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ।ବିଦ୍ୟଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ୍ ଥିଲେ ମଧ୍ୟ, ଏହି ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଦ୍ୱାରା ପାଠଦାନ ଚାଲିଛି। ଆଜି ଅପରାହ୍ନ ୧ ଟା ସମୟରେ ଗ୍ରାମବାସୀଙ୍କ କହିବା ଅନୁସାରେ, ବାରମ୍ବାର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିବା କୁ ଆସିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ, ଛାତ୍ରଛାତ୍ରୀଙ୍କ ପଢ଼ାଶୁଣାରେ ବାଧା ସୃଷ୍ଟି ହେଉଛି। ଗ୍ରାମବାସୀ ଦାବି କରିଛନ୍ତି, ଶୀଘ୍ର ନୂଆ ଶିକ୍ଷକ ପୋଷ୍ଟିଂ ନହେଲେ, ସେମାନେ ଉଚ୍ଚସ୍ତରରେ ଅଭିଯୋଗ କ