Download Now Banner

This browser does not support the video element.

ରାୟଗଡା: ବାଫ୍ଲିମାଳି ଖଣି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ, ୭୦ ୟୁନିଟ୍ ରକ୍ତ ସଂଗ୍ରହ

Rayagada, Rayagada | Sep 9, 2025
ବାଫ୍ଲିମାଳି ଖଣି ପକ୍ଷରୁ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୋଟ .୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
Read More News
T & CPrivacy PolicyContact Us