Download Now Banner

This browser does not support the video element.

ପାରଳାଖେମୁଣ୍ଡି: ନୂଆଁ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ବନ୍ଦ ଯୋଗୁଁ ଯାତ୍ରୀ ସହ ବସ କର୍ମଚାରୀ ହନ୍ତସନ୍ତ #jansamasya

Paralakhemundi, Gajapati | Sep 13, 2025
ନୂଆଁ ବସଷ୍ଟାଣ୍ଡ ରେ ଥିବା ଶୌଚାଳୟ ବନ୍ଦ ଯୋଗୁଁ ଯାତ୍ରୀ ସହ ବସ କର୍ମଚାରୀ ହନ୍ତସନ୍ତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆଁ ବସଷ୍ଟାଣ୍ଡ ରେ ଥିବା ଶୌଚାଳୟ ବନ୍ଦ ଯୋଗୁଁ ଯାତ୍ରୀଙ୍କ ସହ ବସ କର୍ମଚାରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ୧୦ ଦିନ ହେବ ପାରଳାଖେମୁଣ୍ଡି ନୂଆ ବସ ଷ୍ଟାଣ୍ଡ ପରିସର ମଧ୍ୟରେ ଗୋଟିଏ ମାତ୍ର ଶୌଚାଳୟ କାର୍ଯ୍ୟରେ ଲାଗୁଥିବା ବେଳେ, ନିମ୍ନମାନ କାର୍ଯ୍ୟ ହୋଇ ଥିବାରୁ ଗୋଟିଏ ପାସ୍ପ ର ଛାତ ଭାଙ୍ଗିଯିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ଶୌଚାଳୟଟିକୁ ବନ୍ଦ କରିବା ଯୋଗୁଁ ମହିଳା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉ
Read More News
T & CPrivacy PolicyContact Us