Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣମାଧ୍ୟମ ଭୂଲ ଖବର ଦେଖାଉଛି କହି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ନିଜକୁ କ୍ଲିନ ଚିଟ ଦେଲେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା

Bhubaneswar M Corp, Khordha | Sep 13, 2025
ପ୍ରଫୁଲ୍ଲ ମଲ୍ଲିକ କିଛି ମିଡିଆ ରେ ମନ୍ତବ୍ୟ ଦେଇଥିବାରୁ ନିଲମ୍ବନ ହୋଇଛନ୍ତି। କିନ୍ତୁ ଆକ୍ସନ ନେବା ଟା ଠିକ୍ ହେବନି। ମୁଁ ଜମା action ସପକ୍ଷରେ ନାହିଁ। ଯିଏ ବି ଅସନ୍ତୁଷ୍ଟ ଅଛନ୍ତି ସେମାନ ଙ୍କୁ ବୁଝା ଶୁଝା କରିବା କଥା। ସରକାର ରେ ରହି ଦଳ ଚଳାଇବା ଓ ବିରୋଧୀ ରେ ରହି ଦଳ ଚଳାଇବା ଭିତରେ ଫରକ ଅଛି।ଯେଉଁମାନଙ୍କ ଆଶା ଥିଲା ତାହା ପୂରଣ ନହେଲେ ଦଳ ବିରୋଧ ରେ କହୁଛନ୍ତି। କିନ୍ତୁ ବାହାରେ ଏକଥା ନକହି ଦଳ ଭିତରେ ଜଣାଇବା ଠିକ୍ ହେବ। ଦଳୀୟ ଶୃଙ୍ଖଳା ରେ ରହିବା ଉଚିତ। ନିର୍ବାଚନ ପରିଚାଳନା ଓ ବିରୋଧୀ ଙ୍କ ଅପପ୍ରଚାର ର ମୁକାବିଲା କରି ନପାରିବା ରୁ ଆମେ ହାରିଚୁ।
Read More News
T & CPrivacy PolicyContact Us