This browser does not support the video element.
କଟକ ପୌରାଞ୍ଚଳ: ଗୋପାଳପୁରରେ ଟ୍ରକ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ମିତ୍ୟୁ ଘଟଣା, ଟ୍ରକ ଚାଳକକୁ ଗିରଫ କରିଛି ସଦର ଥାନା ପୋଲିସ
Cuttack M Corp PS, Cuttack | Aug 22, 2025
କଟକ ଗୋପାଳପୁର ଛକରେ ଟ୍ରକ ଧକ୍କାରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ଉକ୍ତ ଟ୍ରକ ଚାଳକକୁ ଗିରଫ କରିଛି କଟକ ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ସନ୍ତୋଷ ପ୍ରଧାନ। ଏ ନେଇ ଶୁକ୍ରବାର ରାତି ୧୧.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଗୁରୁବାର ରାତିରେ ଗୋପାଳପୁର ଛକରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଦେବୀ ପ୍ରସାଦ ପାଲ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା।