Download Now Banner

This browser does not support the video element.

କୋରାପୁଟ ସହର: ଆସନ୍ତା ୧୭ ତାରିଖରେ କୋରାପୁଟ ଜିଲ୍ଲାରେ ସାମୁହିକ ଭାବରେ ଲାଗିବ ୬ଲକ୍ଷ ବୃକ୍ଷ ଚାରା ରୋପଣ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ

Koraput Town, Koraput | Sep 6, 2025
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଅବସରରେ ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ କରାଯିବା ସହ କୋରାପୁଟ ଜିଲ୍ଲାରେ ୬ ଲକ୍ଷ ଚାରା ରୋପଣ କରାଯିବ‌ ବୋଲି ଆଜି ଦିନ ୨ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ।‌ ଆସନ୍ତା ୧୭ ତାରିଖରେ ପ୍ରତୈକ ନାଗରିକ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଜନ୍ମଦିନ ଭେଟି ଦେବାକୁ କହିଛନ୍ତି।
Read More News
T & CPrivacy PolicyContact Us