Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ନୀଳାଦ୍ରି ଭକ୍ତନିବାସ ଠାରେ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ l

Puri M, Puri | Sep 2, 2025
ଛତିଶା ନିଯୋଗ ବୈଠକ ଶେଷ ହୋଇଛି l ବୈଠକ ରେ ଚନ୍ଦ୍ରଗ୍ରହଣ ନୀତି ଉପରେ ଆଲୋଚନା ହୋଇଥିଲା l ଶ୍ରୀ ମନ୍ଦିର ରେ ଦର୍ଶନ ବ୍ୟବସ୍ଥା ଉପରେ ସମସ୍ତ ନିଯୋଗ ସହ ଆଲୋଚନା ହୋଇଛି l ଆସନ୍ତା 17 ରେ ନାଟ ମଣ୍ଡପ ରେ ଧାଡି ଦର୍ଶନ ନେଇ ଆଲୋଚନା ହୋଇଛି l ପ୍ରଥମେ ନାଟ ମଣ୍ଡପ ରେ ହୁଣ୍ଡୀ ସ୍ଥାନାନ୍ତରଣ ପରେ ଧାଡି ଦର୍ଶନ ଆରମ୍ଭ ହେବ ନେଇ ଆଲୋଚନା ହେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛନ୍ତି l ଆଜି ଅପରାହ୍ନ 5 ସମୟରେ ବୈଠକ ଅନୁଷ୍ଠିତ ହୋଇଥିଲା
Read More News
T & CPrivacy PolicyContact Us