Download Now Banner

This browser does not support the video element.

ବିଞ୍ଝାରପୁର: ଯାଜପୁର ନିର୍ବାଚନ ମଣ୍ଡଳୀ ବେରୁଦା ଗାଁରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ,ଯୋଗଦେଲେ ସାଂସଦ

Binjharpur, Jajpur | Aug 31, 2025
ଯାଜପୁର ନିର୍ବାଚନ ମଣ୍ଡଳୀ ବେରୁଦା ଗାଁରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ଯୋଗଦେଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା l ସାରା ଦେଶକୁ 125 ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶ ବାସୀଙ୍କୁ ନିଜର ମନର କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି କାର୍ଯ୍ୟକ୍ରମକୁ ସବୁ ଅଞ୍ଚଳ ଲୋକ ଟିଭି ମଧ୍ୟରେ ଦେଖିଛନ୍ତି l ଏହି ପରିପକ୍ଷରେ ବିଜେପି ପକ୍ଷରୁ ବେରୁଦା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ବେହେରା ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମଗ୍ର
Read More News
T & CPrivacy PolicyContact Us