This browser does not support the video element.
ପାରଳାଖେମୁଣ୍ଡି: ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ଆଜି ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।
Paralakhemundi, Gajapati | Sep 12, 2025
ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ଆଜି ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ । ଏହି ପ୍ରତିଯୋଗିତାର ଉଦ୍ ଘାଟନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରଶ କୁମାର ସାହୁକାର ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ବେହେରା ଉପସ୍ଥିତ ରହିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଉଭୟ ୧୪ ବର୍ଷ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ମାନଙ୍କ କବାଡି, ଖୋଖୋ,ଭଲିବଲ, ୧୦୦, ୨୦୦ ଏବଂ ୪୦୦ ମିଟର, ଉଚ୍ଚ ଡିଆଁ, ଲମ୍ବ ଡିଆଁ , ସଟଫୁଟ୍, ଯୋଗାସନ,ବ୍ୟାଡ୍ ମିନଣ୍ଟନ୍, ଚେସ୍ ଇତ୍ୟାଦି କ୍ରୀଡା ଅନ