Download Now Banner

This browser does not support the video element.

ଖୋର୍ଦ୍ଧା: ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ବାପପୁଅ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Khordha, Khordha | Aug 23, 2025
ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡ଼ଙ୍ଗା । ମାଛ ମାରି ସାତପଡା କାଳିଜାଇ କୁଦଠାରୁ ଖୋର୍ଦ୍ଧା ଟାଙ୍ଗୀ ଥାନା ମାନସିଂପୁରକୁ ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଲା ମାଛ ଧରା ଡଙ୍ଗା । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପପୁଅ ।ମାଛ ମାରିବା ପରେ ମାନସିଂହପୁର ଗାଁର ରଘୁନାଥ ବେହେରା ଏବଂ ତାଙ୍କ ପୁଅ ରୋହିତ ବେହେରା ଫେରୁଥିଲେ ।ଏହି ସମୟରେ ପ୍ରବଳ ପବନ ମାଡ଼ରେ ତାଙ୍କ ଡଙ୍ଗା ବୁଡିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାପପୁଅ ।
Read More News
T & CPrivacy PolicyContact Us