Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ଥାନା ନିକଟରେ ଝାଲ ମୁଢ଼ି ବିକାଳିଙ୍କ ମୃତ ଦେହ ଓହ୍ଲାଇବା ସହ ସାଇଣ୍ଟିଫିକ୍ ଟିମ ପହଞ୍ଚି କରୁଛି ଅନୁସନ୍ଧାନ

Titlagarh, Balangir | Sep 6, 2025
ଟିଟିଲାଗଡ଼ ଥାନା ନିକଟରେ ଝାଲ ମୁଢ଼ି ବିକାଳିଙ୍କ ମୃତ ଦେହ ଓହ୍ଲାଇବା ସହ ସାଇଣ୍ଟିଫିକ ଟିମ ପହଞ୍ଚି କରୁଛି ଅନୁସନ୍ଧାନ। ଶନିବାର ସକାଳୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଟିଟିଲାଗଡ଼ ଥାନା ପାଖ ଫୁଟ ଓଭର ବ୍ରିଜ ସିଡ଼ି ନିକଟରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ବ୍ୟକ୍ତିଙ୍କ ସବୁ ଯାଞ୍ଚ ନମୂନା ସଂଗ୍ରହ କରୁଛନ୍ତି। ଏହାପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାସ୍ଵିକ ପରିସ୍ଥିତି ଅନୁଧ୍ୟାନ କରିବା ପରେ ପୋଲିସ ଅନୁସନ୍ଧାନରୁ ସବୁ ତଥ୍ୟ ଉଜାଗର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଆଇ ଲଭ ଟିଟିଲାଗଡ଼ ପାର୍କ
Read More News
T & CPrivacy PolicyContact Us