This browser does not support the video element.
କେନ୍ଦୁଝର ସହର: ପୂର୍ଣ୍ଣ ଅନୁଦାନ ଦାବି ରେ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ସମ୍ମୁଖ ରେ ଧାରଣା
Kendujhar Town, Kendujhar | Aug 21, 2025
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ର ଆହ୍ୱାନ କ୍ରମେ sପାଟଣା ବ୍ଲକ ମୁଖ୍ୟାଳୟ ସ୍ବାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପାଟଣା ର ୨୦୦୮ ରୁ ୨୦୧୮ ମସିହା ମଧ୍ଯରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପୂର୍ଣ୍ଣ ଅନୁଦାନ ଦାବିରେ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ଫାଟକ ସମ୍ମୁଖ ରେ ଧାରଣାରେ ବସିଛନ୍ତି।