Install App
shantanupanda7
This browser does not support the video element.
ବଡସାହି: ନୂଆଡିହି ଠାରେ ଚଢାଉକରି ପୁଲିସଟିମକୁ ଦେଖି ବାଲି ଅନଲୋଡକରି ଖସିପଳାଇବାକୁ ଚେଷ୍ଟା କରୁଥିବା ଚୋରା ବାଲିବୋଝେଇ ଟ୍ରାକ୍ଟର ଜବତକଲା ବେତନଟୀପୁଲିସ
Barsahi, Mayurbhanj | Sep 29, 2025
ବେତନଟୀ ଥାନା ଅଧୀନ ହାତୀକୋଟ ଉପକଣ୍ଠ ନୂଆଡ଼ିହି ଠାରେ ଚଢ଼ାଉକରି ସୋମବାର ରାତି ସାଢେ ଏଗାରଟାରେ ଏକ ଚୋରା ବାଲିବୋଝେଇଟ୍ରାକ୍ଟର ଜବତ କଲା ପୁଲିସ l ସୂଚନା ମୁତାବକ ହାତୀକୋଟ ଅଞ୍ଚଳରୁ ଚୋରା ବାଲି ଚାଲାଣ କରାଯାଉଥିବାର ଖବରପାଇ ସୋମବାର ରାତିରେ ବେତନଟୀ ଥାନା ଆଇଆଇସିଙ୍କ ନିର୍ଦେଶକ୍ରମେ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ନୂଆଡ଼ିହି ଠାରେ ଚଢ଼ାଉକରି ଓଡି -୧୧ଏଏଫ -୦୪୫୬ ନମ୍ବର ବିଶିଷ୍ଟ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!