Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଗୋପାଳପୁର ଜାତୀୟ ରାଜପଥରେ କାରକୁ ପିଟିଲା ଟ୍ରକ୍, ଡିଭାଇଡର ଉପରେ ଚଢ଼ିଗଲା କାର

Cuttack M Corp PS, Cuttack | Sep 4, 2025
କଟକ ଗୋପାଳପୁର ଜାତୀୟ ରାଜପଥରେ ଏକ କାରକୁ ଟ୍ରକ୍ ପିଟିବାରୁ କାର ଟି ଡିଭାଇଡର ଉପରେ ଚଢ଼ିଗଲା। ଏହି ଦୁର୍ଘଟଣା କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି କାର ଚାଳକ ଓ ଅନ୍ୟ ଯୁବକମାନେ। ଗୁରୁବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ବ୍ଲୁ ରଙ୍ଗର କାରରେ ୩ ଜଣ ଯୁବକ ଭୁବନେଶ୍ୱରରୁ କଟକ ଅଭିମୁଖେ ଆସିବା ସମୟରେ ଗୋପାଳପୁର ଜାତୀୟ ରାଜପଥରେ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଯାହାଫଳରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Read More News
T & CPrivacy PolicyContact Us