Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭାଙ୍ଗିଲା ପଠାଣି ସାମନ୍ତ ପ୍ଲାନେଟରିୟମ ପାଚେରୀ,ଭାଙ୍ଗିଲା ପାର୍କିଂ ରେ ଥିବା ଏକାଧିକ ଗାଡି

Bhubaneswar M Corp, Khordha | Sep 7, 2025
ଭାଙ୍ଗିଲା ପଠାଣି ସାମନ୍ତ ପ୍ଲାନେଟରିୟମ ପାଚେରୀ,ଭାଙ୍ଗିଲା ପାର୍କିଂ ରେ ଥିବା ଏକାଧିକ ଗାଡି | ଆଜି 3.54ରେ ଭାଙ୍ଗିଲା ପ୍ଲାନେଟରୀୟମ ପାଚେରୀ। ପାଚେରୀ ପଡ଼ି ଭାଙ୍ଗିଲା ପାର୍କିଂରେ ଥିବା ଏକାଧିକ ଗାଡ଼ି। ଆଜି ଚନ୍ଦ୍ରଗ୍ରହଣ ଥିବା ବେଳେ ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ପଠାଣି ସାମନ୍ତ ପ୍ଲାନେଟରୀୟମରେ ଜମିଥିଲା ଲୋକଙ୍କ ଭିଡ଼। ପ୍ଲାନେଟରୀୟମ ପାଚେରୀ ପାଖରେ ଗାଡ଼ି ରଖି ଲୋକେ ପ୍ଲାନେଟରୀୟମ ଭିତରକୁ ଯାଇଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ପାଚେରୀ।
Read More News
T & CPrivacy PolicyContact Us