This browser does not support the video element.
କୋରେଇ: ପୂର୍ବତନ ବିଧାୟକ ସୁକିନ୍ଦାର ବିଧାୟକଙ୍କୁ କୁକୁର ଅସୁର କହିବାକୁ ନେଇ କୁଆଖିଆରେ ତାସଲ୍ୟ କଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି
Korai, Jajpur | Jun 6, 2025
ପୂର୍ବତନ ବିଧାୟକ ସୁକିନ୍ଦାର ବିଧାୟକଙ୍କୁ କୁକୁର ଅସୁର କହିବାକୁ ନେଇ କୁଆଖିଆରେ ତାସଲ୍ୟ କଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି l ଆଜି ସୁକିନ୍ଦା ବିଜେଡି ପକ୍ଷରୁ କଳା ଦିବସ ପାଳନ ହେଉଥିଲା l ଏହି ସମୟରେ ଭାଷଣରେ ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ ବର୍ତ୍ତମାନ ବିଧାୟକ ପ୍ରଦୀପ ବଳ ସାମନ୍ତଙ୍କୁ କୁକୁର ଓ ଅସୁର ବାକ୍ଷା କରିଥିଲେ l ଯାହାକୁ ନେଇ ପୂର୍ବତନ ବିଧାୟକ ଶ୍ରୀ ଘଡେଇଙ୍କୁ ଆଜି କୁଆଖିଆ ରେ ତାସଲ୍ୟ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି l